ଏହି ରୋଗରେ ଅଧିକାଂଶ ସ୍ତ୍ରୀ ଲୋକ ମାନେ ପୀଡିତ ହୋଇଥାନ୍ତି, ସେଥିପାଇଁ ସେମାନେ ମୋଟା ହେଇଯିବା, କାହାର କାହାର ପିଲାଛୁଆ ନ ହେବା, ଅନିୟମିତ ମାସିକ ଋତୁସ୍ରାବ ହେବା, ଗର୍ଭାଶୟ କ୍ୟାନସର ଆଦି ରୋଗ ହୋଇଥାଏ, ଆପଣ ଏହି ସବୁ ରୋଗରୁ ବଞ୍ଚିବା ପାଇଁ କିଛି ଔଷଧି ଓ କିଛି ଘରୋଇ ତୁଟୁକା ଆପଣେଇ ପାରିବେ l ଘରୋଇ ତୁଟୁକା 1) ତିଳ ତେଲ 10 ml ନେଇ 10/15 ମିନିଟ କୁଳୁ କୁଳୁ ଓ ଗାରଗଲ (ଗାର୍ଗେଲିଂ) କରି ପକାଇ ଦିଅନ୍ତୁ 2) ତିଳ ତେଲ ରେ ଗଳା ରେ ମାଲିସ କରନ୍ତୁ, ଗଳାର
Read more