ବିଭିନ୍ନ ପ୍ରକାର ରୋଗ ଅଛି ଯାହା କୌଣସି ଔଷଧରେ ଭଲ ହୋଇନଥାଏ I ତେଣୁ ଆମେ ଯେତେ ଡାକ୍ତରଙ୍କ ପଛରେ ଦୌଡୁ କିଛି ଲାଭ ହୋଇ ନଥାଏ I ସେହି ଯାଗାରେ ଯଦି ଜଣେ ସୁଷମ ଖାଦ୍ୟ ଖାଇଥାଏ, ସେ ରୋଗ ଆପଣା ଛାଏଁ ଭଲ ହୋଇଯାଇଥାଏ I କିନ୍ତୁ ଏହାକୁ କେହି ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ କାରଣ ସମସ୍ତେ ଭାବନ୍ତି ଔଷଧରେ ଭଲ ହେଲାନାହିଁ କଣ ଏହି ଖାଦ୍ୟରେ ଭଲ ହୋଇଯିବ !! ତାହାକୁ କୁହାଯାଏ ନ୍ୟୁଟ୍ରିସନ୍ ସାଇନସ (Nutrition Science) There
Read more