Anemia ରକ୍ତ ହୀନତା – ରକ୍ତରେ ରେଡ ବ୍ଲଡ଼ ସେଲ ବା ହିମୋଗ୍ଲୋବିନ ଅଭାବରୁ ଏନିମିଆ ହୋଇଥାଏ l ଏହା ସାଧାରଣତ ମୁଖ୍ୟ ରକ୍ତ ରୋଗ ଅଟେ ଯାହା ଅଧିକାଂଶ ଲୋକଙ୍କୁ ହୋଇଥାଏ l ସ୍ତ୍ରୀ ଲୋକ ମାନଙ୍କୁ ବେଶୀ ପ୍ରଭାବ ପକାଇଥାଏ l Types of Anemia ବିଭିନ୍ନ ପ୍ରକାର ଏନିମିଆ ସାଧାରଣତଃ ଏହିପରି – Sickle Cell Anemia Iron Deficiency Anemia Vitamin Deficiency Anemia Aplastic Anemia Thalassemia Hemolytic Anemia ଇତ୍ୟାଦି… ଏହାକୁ ଆୟୁର୍ବେଦ ରେ ପାଣ୍ଡୁ ରୋଗ ବୋଲି କୁହାଯାଏ Remedies
Read more