ଏହି ଔଷଧ ଟୋଟାଲ ଲିଭର ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ, ଯେପରିକି ଖାଦ୍ୟ ଖାଇବା ମାତ୍ରେ ବାଥ ରୁମ ଯିବା, ଫ୍ୟାଟି ଲିଭର, ଜଣ୍ଡିସ, ଲିଭର ସିରୋସିସ, ଭୋକ ନ ହେବା, ପୁରୁଣା ଗ୍ୟାଷ୍ଟିକ ଇତ୍ୟାଦି l ଯଦି ଏହାକୁ ଆପଣ ଉପଯୋଗ କରୁଥାନ୍ତି ଭବିଷ୍ୟତରେ ଆପଣଙ୍କ ଲିଭର ସମ୍ବନ୍ଧୀୟ କୌଣସି ସମସ୍ୟା ହେବାର ସମ୍ଭାବନା ନାହିଁ କାରଣ ଏହା ଟୋଟାଲ ଲିଭର ସର୍ଭିସିଂ କରିଥାଏ l ଏହାକୁ ମଧ୍ୟ ଲିଭର ନ୍ୟୁଟ୍ରିସନ ସହ ସେବନ କଲେ ଭଲ ଫଳ ମିଳିଥାଏ l 40 ବର୍ଷ ପରେ ମଝିରେ ମଝିରେ (5/6 ବର୍ଷ ଅନ୍ତରରେ ) ଥରେ
Read more