ଶୀଘ୍ରପତନ 1) ସକାଳେ ଖାଲି ପେଟରେ ପାଚିଲା କଦଳୀ ସହିତ 1 ଚାମଚ ଗାଇ ଘିଅକୁ ମିଶାଇ ଲଗାତାର 1ମାସ ଖାଇଲେ ଏହି ରୋଗ ଦୂର ହୁଏ 2) 10ଗ୍ରାମ ଘିଅ + 5ଗ୍ରାମ ମହୁ +10ଗ୍ରାମ ଯଷ୍ଟିମଧୁ (ମୁଲେଥି) ମିଶାଇ ଚାଟନ୍ତୁ ତଥା ଗରମ ଦୁଧ ପିଅନ୍ତୁ 3) ଖଜୁରୀକୁ କ୍ଷୀରିକରି ଥଣ୍ଡା କରି ଖାଇଲେ ବୀର୍ଯ୍ୟ ପୁଷ୍ଟ ହୁଏ 4) ଡାଲଚିନି ତେଲ ଓ ଅଲିଭ ତେଲ (ଜେତୁନ ତେଲ) ସମାନ ମାତ୍ରାରେ ମିଶାଇ ରାତିରେ ଶୋଇବା ପୂର୍ବରୁ ଲିଙ୍ଗରେ ମାଲିସ କଲେ ଏଥିରେ କଠୋରତା
Read more