Brain / Neuro

ସ୍ମରଣ ଶକ୍ତି ବଢାଇବା ଓ ବ୍ରେନର ବିଭିନ୍ନ ରୋଗ ପାଇଁ ରାମବାଣ ଟନିକ

ବ୍ରେନ ଆମ ଶରୀରର ମୁଖ୍ୟ ଅଙ୍ଗ ଅଟେ ବା ଆଜ୍ଞା ତନ୍ତ୍ର ଅଟେଯାହାଠାରୁ  ପୂରା ଶରୀର କାମ କରିବା ପାଇଁ ଅନୁମତି ପାଇଥାଏ,  ଯଦି  ଏଠାରେ କିଛି ଗଡବଡ ହୁଏଦେହର ବହୁତ କାମ ଅଟକି ଯାଏଯେପରିକି ସ୍ମରଣ ଶକ୍ତି ବା ମେମୋରୀ କମିଯିବାପାରାଲିସିସ,  ମିର୍ଗୀପାଗଳାମି,  ଅଲଝାଇମାର,  ଖଳବୁଦ୍ଧି ବା ଅନେକ ପ୍ରକାର ନ୍ୟୁରୋ ସମସ୍ୟା ଉତ୍ପନ୍ନ ହୁଏ ଏ ରୋଗ ବହୁତ କଷ୍ଟ ଦିଏ ଓ ଘର ଲୋକଙ୍କୁ ସମସ୍ୟା ରେ ପକାଏ ଏଲୋପାଥିରେ ଏହା ପାଇଁ ଅଧିକତମ ନିଦ ଔଷଧ ହିଁ ଦିଆ ଯାଇଥାଏ ଯେତେବେଳକି ଆୟୁର୍ବେଦରେ ଏହା ପାଇଁ ବିଭିନ୍ନ ପ୍ରକାର ଔଷଧ ଉପଲବ୍ଧ ହୋଇଥାଏ l

ଏସବୁକୁ ଦୂର କରିବା ପାଇଁ ଦୁଇଟି ଜବରଦସ୍ତ ଟନିକ ହେଲା – ମେମୋରୀ ବୁଷ୍ଟର ଓ ବ୍ରେନଡକ ଏହାର ନିୟମିତ ସେବନ ସ୍କୁଲ କଲେଜ ପିଲା ମାନଙ୍କୁ ବହୁତ ବୁଦ୍ଧିମାନ ବନାଇ ଥାଏ ଆମେ ଯେଉଁ ପିଲାଙ୍କୁ ବି ଦେଇଛୁ ତାଙ୍କୁ ମାସେ ଭିତରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛିତାଙ୍କର ସ୍କୁଲ ଓ ମାତାପିତା ସେହି ପିଲା ମାନଙ୍କର ଅଭୂତପୂର୍ବ ପରିବର୍ତ୍ତନ ଦେଖିଛନ୍ତି ପିଲା ମାନେ ପଢିବାରେ ଓ ଖେଳ କୁଦରେ  ବହୁତ ଆକ୍ଟିଭ ହୋଇଛନ୍ତି ଯିଏ  ଅବସାଦ (tension)ଗ୍ରସ୍ତ ବା ଯାହାକୁ ସେହି କାରଣରୁ ନିଦ ହେଉନାହିଁଓ ଯେଉଁ ପିଲା ବେଙ୍କିଙ୍ଗ,  ରେଲୱେବା କମ୍ପିଟିଟିଭ  ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଭଲ ପରିଣାମ ମିଳୁଛି l

ଆସନ୍ତୁ ଏହା କେଉଁଥିରୁ ପ୍ରସ୍ତୁତ ଦେଖିବା

ବ୍ରାହ୍ମୀ – ଏହାକୁ ଆୟୁର୍ବେଦ ରେ ବ୍ରେନ ର ରାଜା କୁହାଗଲେ କିଛି ଭୁଲ ହେବନିତେଣୁ କୁହାଯାଏ ମନ୍ଦବୁଦ୍ଧି ଲୋକ ଏହାର ସେବନରେ ସୁଧାର ପିଲା ହୋଇଯାଏ ସଠିକ ମାତ୍ରାରେ ସେବନ କଲେ ଏହା ମାନବକୁ ମହାମାନଵ ବନାଇପାରେ l

ସେମଳ – ଏହା ବ୍ରେନ କୁ ସ୍ପିଡ଼ କରିଥାଏସ୍ମରଣ ଶକ୍ତି ବଢ଼ାଇଥାଏ ଓ ବଳ ଦେଇଥାଏ l

ଶଙ୍ଖପୁଷ୍ପି – ଏହାକୁ ସ୍ମୃତି ସୁଧା ମଧ୍ୟ  କୁହାଯାଏମେମୋରୀ ପାୱାର ବଢ଼ାଇଥାଏମୁଣ୍ଡ ଦୋଷ ଦୂର କରିଥାଏହିଷ୍ଟ୍ରିଆନିଦ ନ ଆସିବାପାଗଳପଣମିର୍ଗୀ ଇତ୍ୟାଦି ମାନସିକ ରୋଗ ପାଇଁ  ବହୁତ ଲାଭକାରୀ l

ଯଷ୍ଟିମଧୁ ବା ମୁଲେଥି – ସ୍ନାୟୁ ସଂସ୍ଥାନର ଦୁର୍ବଳତା କୁ ଦୂର କରେ,  ମୁଣ୍ଡ ବିନ୍ଧା ଦୁରକରେମିର୍ଗୀ ଅପସ୍ମାର ରେ ଏହାର ସେବନୀୟ ଅଟେ l

ଅଶ୍ଵଗନ୍ଧା – ଟେନସନ ଦୂର କରିଥାଏ,  ଶରୀରକୁ ଓ ମନକୁ ଶକ୍ତି ଦେଇଥାଏଅନିଦ୍ରାକୁ ନଷ୍ଟ କରିଥାଏ l

ଜଟାମାଂସୀ – ହିଷ୍ଟ୍ରିଆମିର୍ଗୀଅପସ୍ମାରମୁଣ୍ଡ ବିନ୍ଧାହାତ ଗୋଡ଼ ଥରିବା ରେ ବହୁତ ଲାଭ ଦାୟକଏହା ଛଡା ଉଚ୍ଚ ରକ୍ତଚାପବେହୋସୀକମଜୋରି ଓ  ନିଦରେ ଚାଲିବା  ଇତ୍ୟାଦି ରୋଗରେ ବହୁତ ଉପଯୋଗୀ l

ବଚ – ମସ୍ତିଷ୍କ ଶକ୍ତି ବର୍ଦ୍ଧକ ରୂପରେ ପ୍ରୟୋଗ କରାଯାଏମିର୍ଗୀ ଓ ପାରାଲିସସ  ରୋଗରେ ଏହାର ଉପଯୋଗ ବହୁତ ଲାଭକାରୀ ଅଟେ l  ଥଙ୍ଗ ଥଙ୍ଗ ହୋଇ କଥା କହିବା (ହକଲେଇବା ) ଅବସ୍ଥାରେ ଏହା ବହୁତ ଭଲ ପରିଣାମ ଦେଇଥାଏ l

ଟଗର – ଏହା ପାରାଲିସସ ଓ ସ୍ନାୟୁଗତ ରୋଗରେ ବହୁତ ଲାଭକାରୀକୌଣସି ପ୍ରକାର ବ୍ରେନ ଷ୍ଟ୍ରୋକ ହେଲେ ଏହା ସେବନୀୟ ଏହା ମିର୍ଗୀ,  ଅପସ୍ମାରହିଷ୍ଟ୍ରିଆ ଓ କମ୍ପବାତ ରୋଗରେ ଲାଭଦାୟକ ଅଟେ l

ମାଲକାଙ୍ଗଣୀ – ବୁଦ୍ଧି ଓ ସ୍ମୃତି ଶକ୍ତି ବଢାଇବରେ ବହୁତ ଲାଭକାରୀବ୍ରେନ ରେ ରକ୍ତ ସଂଚାର କରିଥାଏଅନିଦ୍ରା,  ମୁଣ୍ଡ ବିନ୍ଧାପାଗଳାମି ଆଦି ରୋଗରେ ଲାଭକାରୀ ଅଟେ l

ସର୍ପଗନ୍ଧା – ଟେନସନ ଦୂର କରେଅନିଦ୍ରା କୁ ନାଶ କରେ ଓ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ l

ଏହା ଛଡା ରସୁଣଅଦାଶୁଣ୍ଠୀତୁଳସୀ ଓ ହଳଦୀ ମଧ୍ୟ ମିଶାଯାଇଛି l

ଲିଟର ଓ ଅଧା ଲିଟର ପେକ ରେ ଉପଲବ୍ଧ l