Cancer Testimony

କ୍ୟାନସର ରୂପକ ମୃତ୍ୟୁ ମୁଖରୁ ଫେରି ଆସିଥିବା ଏହି ଲୋକ – ଆୟୁର୍ବେଦର ଚିକିତ୍ସା

କ୍ୟାନସର ରୂପକ ମୃତ୍ୟୁ ମୁଖରୁ ଫେରି ଆସିଥିବା ଏହି ଲୋକ –  ଆୟୁର୍ବେଦର ଚିକିତ୍ସା


ଜୀବନ ଶେଷ ହେଲା ଭଳି ଲାଗୁଥିଲା – ଏବେ ଆଶା ବାନ୍ଧୁଛି

ଆସନ୍ତୁ କିଛି ପ୍ରମାଣ ଦେଖିବା ଯାହାକୁ ଡକ୍ଟର ସଫା ସଫା ମନା କରିଦେଇଥିଲେ ଯେ ଏହି ରୋଗୀଙ୍କୁ ଘରକୁ ନେଇଯାଇ ସେବା କରନ୍ତୁ ତାଙ୍କର ଭାଗ୍ୟ କୁହନ୍ତୁ ବା ଈଶ୍ୱର ଆମକୁ ସେବା କରିବାକୁ ସୁଯୋଗ ଦେଇଥାନ୍ତୁ ଯାହା ପରେ ତାଙ୍କର ବହୁତ ପରିବର୍ତ୍ତନ ଆସିଛି l

ଏହି ଚିତ୍ର ଅହମଦାବାଦ ର ବିଜୟ ଭାଇଙ୍କର ଅଟେ  ସେ  ଯେତେବେଳେ ଦେଖାକଲେ ସେ ଗୋଟେ କେମୋ ନେଇଥିଲେକିନ୍ତୁ ତାଙ୍କୁ କିଛି ପରିଣାମ ମିଳିନଥିଲା ଜୀବନ ଶେଷ ହେଲା ଭଳି ଲାଗୁଥିଲା ତାଙ୍କୁ ଚାଚିନିଗହମଚାଉଳଆଦି ବନ୍ଦ କରିଦିଆଗଲା ଓ କେବଳ ଫଳ ଓ ପରିବା ଓ ଜୁସ ଖାଇବାକୁ କୁହାଗଲା ଏବଂ ସାଥିରେ Miracle Roots, Curcumin, Amrit Ras, ଭୁମି ଆମଲା, Flax Seed,  କଲୋଞ୍ଜି ତେଲ Wheat Grassଗୋ ଅମୃତ ଅର୍କ , Allicin, ବେରି, ଦିଆଗଲା ତାଙ୍କର ଚିକିତ୍ସା ଅହମଦାବାଦ ର ଦିବ୍ୟା ବେନ କରୁଥିଲେ ଏହି କେସ ବିଷୟରେ ଅଧିକ ଜାଣିବା ପାଇଁ ଆମ ସହ  ଯୋଗାଯୋଗ କରିପାରିବେ l