Cancer Remedies

ପୂରା ବିଶ୍ୱକୁ କ୍ୟାନସରରୁ ମୁକ୍ତ କରିପାରେ ଭାରତରେ ହେଉଥିବା ଏହି ପରିବା !!!

ବନ୍ଧାକୋବି

Anticancer food in Odiya

ଭାରତରେ ମିଳୁଥିବା ଫଳ ଓ ପରିବାରେ ଏତେ ଗୁଣ ଅଛି ଯେ ଯଦି ଏହାକୁ ବିସ୍ତାର ରୂପରେ କୁହାଯିବ ତେଵେ ଅନେକ ଗ୍ରନ୍ଥ ହୋଇଯିବ ସେହିପରି ଏକ ପରିବା ବନ୍ଧାକୋବି ଯାହାଦ୍ୱାରା ଅନେକ କଷ୍ଟସାଧ୍ୟ  ରୋଗ ଯେପରି କ୍ୟାନସରକୋଲାଇଟିସହାର୍ଟମୋଟାପାଅଲସରବ୍ଲଡ଼ କ୍ଲଟିଙ୍ଗ ନେହେବାଉଚ୍ଚ ରକ୍ତଚାପନିଦ ନ ହେବାପଥର ହେବାପରିସ୍ରା ରେ ସମସ୍ୟାଆଦିରେ ବହୁତ ଲାଭକାରୀ  ରୋଗୀ ବ୍ୟକ୍ତି ନିୟମିତ ଏହାର ଜୁସ ସେବନ କରିବା ଉଚିତ l

ଏହାର ଗୁଣ

ଏଥିରେ AntiOxidant,  ଭିଟାମିନ A,  Vitamin C  ଓ Thiocyanates, Lutein,  Zeaxanthin, Isothiocynates ଓ  Sulforaphane ମିଳିଥାଏ ଯାହା ଆମର Detoxifying enzymes କୁ ଉତ୍ତେଜିତ କରିଥାଏ ଏହା ଆମ ଶରୀରରେ ମୁଖ୍ୟତଃ Breast, Colon,  Prostate, Bladder  ଆଦି କ୍ୟାନସର ରୁ ବଞ୍ଚାଇ ଥାଏ ଏଥିରେ ଥିବା ମୁଖ୍ୟତ Sulforaphane କ୍ୟାନସରର ଷ୍ଟେମ ସେଲକୁ ଟାର୍ଗେଟ କରିଥାଏ ଯାହା ଫଳରେ କ୍ୟାନସରର ସଂକ୍ରମଣ ବା ମେଟାଷ୍ଟାସିସ (metastases) ହୋଇପାରେ ନାହିଁଓ ଆଉଥରେ କ୍ୟାନସର ହେବାର ଆଶଙ୍କା କମ ହୋଇଯାଏ l

Antioxidants ର କାମ

ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ ପୂରା ମାତ୍ରାରେ ନହେଲେ ଆମର Oxygen ର Metabolism ଠିକ ଢଙ୍ଗରେ ହୋଇ ପାରେ ନାହିଁ ଯାହା ଫଳରେ ଆମର ମେଟାବୋଲିକ ସମସ୍ୟାମାନ ହୋଇଥାଏଏହାକୁ Oxidative Stress କୁହାଯାଏ  ଯଦି Oxidative Stress ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହେ ଏହା କ୍ୟାନସର ର ଉତ୍ପତ୍ତିର କାରଣ ହୋଇଯାଏ l

Anti Inflammatory food

ବନ୍ଧାକୋବିରେ ଆହୁରି ବହୁତ ପ୍ରକାର ଏପରି ରସାୟନ ମିଳେ ଯାହା ଫୁଲା ଫୁଲି କମ କରିଥାଏସେଥିରୁ ମୁଖ୍ୟତଃ Anthocyanins ଆମର ଇମ୍ୟୁନୋ ସିଷ୍ଟମ ଦ୍ୱାରା ସୃଷ୍ଟି ହେଉଥିବା ଫୁଲା ଫୁଲିକୁ କମ କରିଥାଏକାରଣ ଆମର ଇମ୍ୟୁନୋ ସିଷ୍ଟମ ଦ୍ୱାରା ଉତ୍ପନ୍ନ ଫୁଲା ଫୁଲି (ସୂଜନ) ବିଭିନ୍ନ ପ୍ରକାରର କ୍ୟାନସର କାରଣ ମଧ୍ୟ ହୋଇଥାଏ l

Glucosinolates

ବନ୍ଧାକୋବିରେ Glucosinolates ନାମକ ରସାୟନ ଅଧିକ ମାତ୍ରାରେ ମିଳେଏହା ଆମ ଶରୀରରେ Isothiocyanates ରେ ପରିବର୍ତ୍ତନ ହୋଇଯାଏ ଯାହାକି ଶରୀରରେ ବହୁତ ପ୍ରକାର କ୍ୟାନସର ହେବାରୁ ରକ୍ଷା କରେ

କିପରି ଉପଯୋଗ କରିବେ

କ୍ୟାନସର ପାଇଁ ଏହାକୁ ରୋଷେଇ ନକରି ,

1) କଞ୍ଚା ଖାଇବେ

2) ଏହାର ରସ କାଢି ପିଇବେ,

3) ଫରମେଣ୍ଟସନ କରି ଖାଇପାରିବେ

ସାବଧାନ

ଭାରତରେ କିଛି ଲୋକ ବେଶୀ ପାଠ ପଢୁଆ ଅଛନ୍ତି କି ତାଙ୍କୁ କିଛି କହିଦେଲେ ସେମାନେ କିଛି ବିଚାର ନ କରି ଗୁଜବ ଖେଳେଇ ଦିଅନ୍ତିତେଣୁ ଏମାନଙ୍କ ଠାରୁ ସତର୍କ ରୁହନ୍ତୁ ବନ୍ଧା କୋବି,  ଫୁଲ କୋବି ଓ ବ୍ରାକୋଲି ଠାରୁ ଭଲ ଏଣ୍ଟି କ୍ୟାନସର ଖାଦ୍ୟ ଓ ଅନେକ ସମସ୍ୟାର  ରାମବାଣ କେହି ପାରିବେ ନାହିଁ ଅଧିକ ଜାଣିବା ଲାଗି ବେଳେ ବେଳେ ବିଦେଶୀ ଡକ୍ଟର ଙ୍କ Article ମଧ୍ୟ ପଢିବା ଉଚିତ ଯେଉମାନେ ମାନବ ସେବା ପାଇଁ ଦିନରାତି ସେବା ଦେଉଛନ୍ତି l

ପ୍ରକୃତରେ ବନ୍ଧାକୋବି ବହୁତ ଶସ୍ତା ଓ ସୁଲଭ ରେ ମିଳେ ଓ ଅନେକ ରୋଗରେ ଲଢ଼ିପାରେ ତେଣୁ ଚକ୍ରାନ୍ତ କରି ଏହାକୁ ଲୋକମାନଙ୍କ ଠାରୁ ଦୂରରେ ରଖାଯାଇଛିତେଣୁ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଚିତ l

https://www.ncbi.nlm.nih.gov/pmc/articles/PMC1567139/pdf/envhper00393-0017-color.pdf